Breaking PLUSଓଡ଼ିଶାମୁଖ୍ୟ ଖବର

ଜୁଏଲାରୀ ଦୋକାନ ଖୋଲୁ ଖୋଲୁ ୫ ଲକ୍ଷ ଲୁଟ୍‌

ଜଳେଶ୍ବର: ଜୁଏଲାରୀ ଦୋକାନ ଖୋଲୁ ଖୋଲୁ ୫ ଲକ୍ଷ ଲୁଟ୍‌ ହୋଇଛି । ନଗଦ ୫ ଲକ୍ଷ ସହ ୩୦୦ ଗ୍ରାମ୍‌ ସୁନା ଅଳଙ୍କାର ଲୁଟ୍‌ ଅଭିଯୋଗ ହୋଇଛି । କମର୍ଦ୍ଦା ବଜାରରେ ଥିବା ଏକ ଅଳଙ୍କାର ଦୋକାନରୁ ଲୁଟ୍‌  । ଦୋକାନ ଖୋଲି ପାଣି ଆଣିବାକୁ ଯାଇଥିବା ବେଳେ ଲୁଟିନେଲେ ।

Show More

Related Articles

Back to top button