Breaking PLUSଓଡ଼ିଶାମୁଖ୍ୟ ଖବର
୫୦ ନକ୍ସଲ ଗିରଫ

ଭୁବନେଶ୍ୱର- ଆନ୍ଧ୍ର ପ୍ରଦେଶର ବିଭିନ୍ନ ଜିଲ୍ଲା ପୋଲିସ ଦ୍ବାରା ୫୦ ନକ୍ସଲ ଗିରଫ । କ୍ରିଷ୍ଣା ଜିଲ୍ଲାରେ ୨୮, ଏଲୁରରେ ୧୫, ଏନ୍ଟିଆର୍ ଜିଲ୍ଲାରେ ୪ ଗିରଫ । ଗିରଫ ନକ୍ସଲ ଛତିଶଗଡ଼ର ବିଜାପୁର, ସୁକ୍ମା ଓ ନାରାୟଣପୁର ଜିଲ୍ଲାର । ଏମାନଙ୍କ ମଧ୍ୟରେ ଶୀର୍ଷ ନେତା, ପ୍ଲାଟୁନ୍ ସଦସ୍ୟ ଓ ପାର୍ଟି ମେମ୍ବର ଅଛନ୍ତି ।


