Breaking PLUSଓଡ଼ିଶାମୁଖ୍ୟ ଖବର

ବନ୍ଦ ହେଲା ହୀରାକୁଦ ଡ୍ୟାମର ୬ଟି ଗେଟ୍

ସମ୍ବଲପୁର- ବନ୍ଦ ହେଲା ହୀରାକୁଦ ଡ୍ୟାମର ୬ଟି ଗେଟ୍ । ଏବେ ହୀରାକୁଦ ଡ୍ୟାମର ୧୪ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି ରହିଛି । ଅନ୍ୟପଟେ ତଳିଆ ଅଞ୍ଚଳର ଲୋକେ ସତର୍କ ରହିବାକୁ କୁହାଯାଇଛି। ଉପରମୁଣ୍ଡରେ ବର୍ଷା ଯୋଗୁଁ ଡ୍ୟାମ୍‌ର ଜଳସ୍ତର ବଢୁଥିବାରୁ ଗେଟ୍ ଖୋଲାଯାଇଛି।

Show More

Related Articles

Back to top button