Breaking PLUSଓଡ଼ିଶାଦେଶମୁଖ୍ୟ ଖବର
ବିମାନରେ ୬୦% ସିଟ୍ ମାଗଣାରେ ବାଛିପାରିବେ ଯାତ୍ରୀ

ନୂଆଦିଲ୍ଲୀ- ବିମାନ ଯାତ୍ରୀଙ୍କ ପାଇଁ ବଡ଼ ଆଶ୍ୱସ୍ତି ।ଏଣିକି ବିମାନରେ ୬୦% ସିଟ୍ ମାଗଣାରେ ବାଛିପାରିବେ ଯାତ୍ରୀ ।ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି ।ସମାନ PNRରେ ଯାତ୍ରା କରୁଥିବା ଯାତ୍ରୀ ଏକାଠି ବସିପାରିବେ । ନିୟମ ଓ ସୁବିଧା ସମ୍ପର୍କରେ ଯାତ୍ରୀଙ୍କୁ ଆଞ୍ଚଳିକ ଭାଷାରେ ସୂଚନା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ପୋଷା ପ୍ରାଣୀ ପରିବହନ ପାଇଁ ସ୍ପଷ୍ଟ, ସ୍ୱଚ୍ଛ ନୀତି ଆଣିବାକୁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି ।



