Breaking PLUSଓଡ଼ିଶାମୁଖ୍ୟ ଖବର

୮ ଶିଳ୍ପ ସଂସ୍ଥା ଉପରେ ବାକି ପଡ଼ିଛି ୬୫୭ କୋଟି ୩୪ ଲକ୍ଷ

ଭୁବନେଶ୍ୱର- ହୀରାକୁଦରୁ ପାଣି ନେଇ କର ଦେଇନାହାନ୍ତି ୮ ଶିଳ୍ପ ସଂସ୍ଥା । ବିଧାନସଭାରେ ଭାସ୍କର ମଢ଼େଇଙ୍କ ଅଣତାରକା ପ୍ରଶ୍ନରେ ମୁଖ୍ୟମନ୍ତ୍ରୀଙ୍କ ଉତ୍ତର । ‘୮ ଶିଳ୍ପ ସଂସ୍ଥା ଉପରେ ବାକି ପଡ଼ିଛି ୬୫୭ କୋଟି ୩୪ ଲକ୍ଷ । ‘ସର୍ବାଧିକ ଭୂଷଣ ଉପରେ ୨୦୮ କୋଟି ୩୪ ଲକ୍ଷ ବାକି ରହିଛି’  । TRL ଉପରେ ୧୭୨ କୋଟି ୫୦ ଲକ୍ଷ ଟଙ୍କା ବାକି ରହିଛି । ‘ଶ୍ୟାମ ମେଟାଲିକ୍ସ ପାୱାର ଉପରେ ୧୧୬ କୋଟି ୫୮ ଲକ୍ଷ ଟଙ୍କା ବାକି ରହିଛି ବୋଲି ଉତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ।

Show More

Related Articles

Back to top button