Breaking PLUSଓଡ଼ିଶାମୁଖ୍ୟ ଖବରରାଜନୀତି

ଦଳ ବିରୋଧୀ କାର୍ଯ୍ୟ ପାଇଁ ୭ ନେତା ବିଜେପିରୁ ବହିଷ୍କୃତ

ଭୁବନେଶ୍ୱର- ଦଳ ବିରୋଧୀ କାର୍ଯ୍ୟ ପାଇଁ ୭ ନେତାଙ୍କୁ ଭାଜପାରୁ ବହିଷ୍କୃତ କରାଯାଇଛି। ଖୋର୍ଦ୍ଧାର କାଳୁ ଖଣ୍ଡାୟତରାୟଙ୍କୁ ଭାଜପା ବହିଷ୍କୃତ କରିଛି। ସେହିପରି ବଡମ୍ବାର ବିଜୟ ଦଳବେହେରା, ସତ୍ୟବାଦୀର କାମାକ୍ଷା ପ୍ରଧାନ ବି ବହିଷ୍କୃତ ହୋଇଛନ୍ତି। ମୋଟ ୭ ଜଣ ନେତାଙ୍କୁ ବହିଷ୍କାର ନେଇ ଭାଜପା ପକ୍ଷରୁ ସୂଚନା ମିଳିଛି।

Show More

Related Articles

Back to top button