Breaking PLUSଓଡ଼ିଶାମୁଖ୍ୟ ଖବର

ଗିରଫ ହେଲେ 7 ରୋଡ୍ ରୋମିଓ

ଭୁବନେଶ୍ୱର- ମେଜର ଓ ତାଙ୍କ ବାନ୍ଧବୀଙ୍କୁ ଚନ୍ଦକା ରାସ୍ତାରେ ମାଡ଼ ଅଭିଯୋଗ ଘଟଣାରେ ୭ ଦୁର୍ବୃତ୍ତଙ୍କୁ ଗିରଫ କରିଛି ଚନ୍ଦକା ଥାନା ପୋଲିସ । ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ଏଡିସିପି କୃଷ୍ଣପ୍ରସାଦ ଦାସ ସୂଚନା ଦେଇଛନ୍ତି। ସେମାନଙ୍କଠାରୁ ୧୧ଟି ମୋବାଇଲ, ଗୋଟିଏ ଗାଡ଼ି ଜବତ କରିଛି ପୋଲିସ । ମେଜର ଓ ତାଙ୍କ ବାନ୍ଧବୀ ଫେରୁଥିବା ବେଳେ ଏମାନେ ୧୫ ତାରିଖ ରାତି ୨ଟାରେ ରାସ୍ତାରେ ଗଣ୍ଡଗୋଳ କରିଥିଲେ ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button