Breaking PLUSଓଡ଼ିଶାମୁଖ୍ୟ ଖବର
ଟ୍ରେନରୁ 70 ଲକ୍ଷ ଜବତ, 2 ଅଟକ

ଟିଟିଲାଗଡ଼: ଟିଟିଲାଗଡ଼ରୁ ୭୦ ଲକ୍ଷ ଟଙ୍କା ଜବତ ହୋଇଛି । ଧର୍ତି ଆବା ସୁପରଫାଷ୍ଟ ଟ୍ରେନରୁ ଟଙ୍କା ଜବତ କରାଯାଇଛି । ଏହି ଘଟଣାରେ ଦୁଇଜଣଙ୍କୁ ଅଟକ ରଖାଯାଇଛି । ସେମାନେ ହେଲେ ପ୍ରଭାତ କୁମାର ସାହୁ ଓ ଉମେଶ ପ୍ରସାଦ ।ଟ୍ରେନ୍ଟି ଏର୍ଣ୍ଣାକୁଲମରୁ ହଟିଆ ଯାଉଥିଲା ।