Breaking PLUSଓଡ଼ିଶାମୁଖ୍ୟ ଖବର

ରାଜ୍ୟରେ ଅଛନ୍ତି ମୋଟ ୭୧୦ ଡଲଫିନ୍

ଭୁବନେଶ୍ୱର- ଆସିଲା ରାଜ୍ୟର ଡଲଫିନ୍ ଗଣନା ରିପୋର୍ଟ  । ରାଜ୍ୟରେ ଅଛନ୍ତି ମୋଟ ୭୧୦ ଡଲଫିନ୍  । ଚିଲିକା ଡିଭିଜନ୍‌ରେ ୧୭୪, ବ୍ରହ୍ମପୁର ଡିଭିଜନ୍‌ରେ ୧୩ ଡଲଫିନ୍   ।ପୁରୀ ଓ ବାଲେଶ୍ବର ଡିଭିଜନ୍‌ରେ ୭ଟି ଲେଖାଁଏ ଡଲଫିନ୍  । ଭଦ୍ରକ ଡିଭିଜନ୍‌ରେ ଅଛନ୍ତି ୪ଟି ଡଲଫିନ୍  । ରାଜ୍ୟ ବନ୍ୟପ୍ରାଣୀ ମୁଖ୍ୟାଳୟ ପକ୍ଷରୁ ରିପୋର୍ଟ ପ୍ରକାଶ ପାଇଛି ।

Show More

Related Articles

Back to top button