Breaking PLUSଦେଶମୁଖ୍ୟ ଖବର
ଦେଶରେ କୋର୍ବେଭାକ୍ସ ଓ କୋଭାଭାକ୍ସ ଟିକାକୁ ମଞ୍ଜୁରୀ
ଦେଶରେ ଓମିକ୍ରନ ନେଇ ବିପଦ ଦେଖାଦେଉଥିବା ବେଳେ ଆସିଛି ଏକ ଆଶ୍ୱସ୍ତିକର ଖବର । ଏବେ ଆଉ ଦୁଇଟି କରୋନା ବିରୋଧୀ ଅସ୍ତ୍ରକୁ ମିଳିଛି ମଞ୍ଜୁରୀ । କୋର୍ବେଭାକ୍ସ ଓ କୋଭାଭାକ୍ସ ଟିକାକୁ ମଞ୍ଜୁରୀ ମିଳିଥିବା ନେଇ ସ୍ୱାସ୍ଥ୍ୟମନ୍ତ୍ରୀ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ।
Central Drugs Standard Control Organisation (CDSCO) under the Ministry of Health and Family Welfare has given emergency use authorization approval to COVID19 vaccines Covovax & Corbevax and Anti-viral drug Molnupiravir, says Health Minister Dr Mansukh Mandaviya. pic.twitter.com/RC22KhRBCQ
— ANI (@ANI) December 28, 2021
ମାନବ ଦେହରେ ଜରୁରୀ ବ୍ୟବହାର ପାଇଁ ମିଳିଛି ଅନୁମତି ।
ଆଣ୍ଟି ଭାଇରାଲ ଡ୍ରଗ ମୋନଲୁପିରଭିର ଜରୁରୀ ବ୍ୟବହାର ନେଇ ମଧ୍ୟ ମିଳିଛି ଅନୁମତି । CDSCO ପକ୍ଷରୁ ଅନୁମିତି ମିଳିଥିବା ନେଇ ସ୍ୱାସ୍ଥ୍ୟମନ୍ତ୍ରୀ ଟ୍ୱିଟ କରି ସୂଚନା ଦେଇଛନ୍ତି ।