Breaking PLUSଓଡ଼ିଶାଦେଶଦେଶ ବିଦେଶମୁଖ୍ୟ ଖବରସ୍ୱାସ୍ଥ୍ୟ

୫ରୁ ୧୨ ବର୍ଷର ପିଲା ନେଇପାରିବେ କୋର୍ବେଭାକ୍ସ ଟିକା

ହାଇଦ୍ରାବାଦ ବାୟୋଲୋଜିକାଲ-ଇ କମ୍ପାନୀ ପ୍ରସ୍ତୁତ କରିଛି କୋଭିଡ ଟିକା ।

ଏଥର ୫ରୁ ୧୨ ବର୍ଷ ପିଲା ନେଇପାରିବେ କୋଭିଡ ଟିକା । ହାଇଦ୍ରାବାଦ ବାୟୋଲୋଜିକାଲ-ଇ କମ୍ପାନୀ ପ୍ରସ୍ତୁତ କରିଛି କୋଭିଡ ଟିକା । ବାୟୋଲୋଜିକାଲ-ଇ କମ୍ପାନୀ ପ୍ରସ୍ତୁତ କରିଛି କୋର୍ବେଭାକ୍ସ ଟିକା ଜରୁରୀ ବ୍ୟବହାର ପାଇଁ ବିଶେଷଜ୍ଞ କମିଟି ସୁପାରିସ କରିଥିବା ସୂଚନା ମିଳିଛି । ଜରୁରୀ ବ୍ୟବହାର ପାଇଁ ଡିସିଜିଆ ଖୁବଶୀଘ୍ର ଅନୁମତି ଦେବା ନେଇ ଆଶା ରହିଛି ।  ସୂଚନା ଅନୁସାରେ ୧୫ ରୁ ୧୮ ବର୍ଷ ବୟସର ପିଲାଙ୍କ ଟିକାକରଣ ଗତ ମାସରେ ଦେଶରେ ଆରମ୍ଭ ହୋଇଥିଲା। ଏବେ ୫ରୁ ୧୨ ବର୍ଷର ପିଲାମାନେ ନେଇପାରିବେ କୋର୍ବେଭାକ୍ସ ଟିକା ।

Show More

Related Articles

Back to top button