ଦେଶମୁଖ୍ୟ ଖବରସ୍ୱତନ୍ତ୍ର

LPG ଗ୍ୟାସ ସିଲିଣ୍ଡର ଦରରେ ପୁଣି ବୃଦ୍ଧି

ସିଲିଣ୍ଡର ପିଛା ୧୦୪ ଟଙ୍କା ବୃଦ୍ଧି

ପୁଣି ବୃଦ୍ଧି ପାଇଲା ଏଲପିଜି ଗ୍ୟାସ ସିଲିଣ୍ଡର ଦର । ପ୍ରତି ସିଲିଣ୍ଡର ପିଛା ୧୦୪ ଟଙ୍କା ବୃଦ୍ଧି ପାଇଛି । ତେବେ ଘରୋଇ ଏଲପିଜି ଉପରେ କୌଣସି ବର୍ଦ୍ଧିତ ଦର ଲାଗୁ ହୋଇନଥିବାବେଳେ କେବଳ କମର୍ସିଆଲ ଏଲପିଜି ଉପରେ ଦର ଲାଗୁ ହୋଇଛି ।

ବର୍ତ୍ତମାନ ଏଲପିଜି ଦରରେ ବୃଦ୍ଧି ହେତୁ , ଦିଲ୍ଲୀରେ ୧୯ କେଜି ଗ୍ୟାସ୍ ସିଲିଣ୍ଡର ପିଛା ୨୩୩୫ ଟଙ୍କା ରହିଛି । ସେହିପରି କୋଲକାତାରେ ୨୪୫୫ ଟଙ୍କା,ଚେନ୍ନାଇରେ  ୨୫୦୮ଟଙ୍କା ଏବଂ ମୁମ୍ବାଇରେ ଏହାର ଦର ୨୩୦୭ ଟଙ୍କାରେ ପହଞ୍ଚିଛି ।

 

Show More

Related Articles

Back to top button