ଅପରାଧଆଇନ କାନୁନଓଡ଼ିଶା

ପ୍ରଶ୍ନପତ୍ର ଲିକ୍,ପରୀକ୍ଷା ବାତିଲ୍

ଲିକ୍ ହେଲା ପ୍ରଶ୍ନପତ୍ର । ଏଭଳି ଘଟଣା ଘଟିଛି ସମ୍ବଲପୁର ବିଶ୍ୱବିଦ୍ୟାଳୟର । +୩ ତୃତୀୟ ବର୍ଷ ଫିଜିକ୍ସ ଇଲେକ୍ଟ୍ରୋ ମ୍ୟାଗନେଟିକ୍  ଥିଓରୀ ପ୍ରଶ୍ନପତ୍ର ଲିକ୍ ହୋଇଥିବା ସୂଚନା ମିଳିଛି । ପ୍ରଶ୍ନପତ୍ର ଲିକ୍ ହୋଇଥିବା କର୍ତ୍ତୃପକ୍ଷ ମଧ୍ୟ ସ୍ୱୀକାର କରିଛନ୍ତି ।

ମିଳିଥିବା ସୂଚନା ଅନୁଯାୟୀ , ଆଜି ହେବାକୁ ଥିବା ଏଜୁକେସନ ଅନର୍ସ ପରୀକ୍ଷାର କିଛି ସମୟ ପୂର୍ବରୁ  ପ୍ରଶ୍ନପତ୍ର ଭାଇରାଲ ହୋଇଥିଲା ।  ଭାଇରାଲ ହୋଇଥିବା ପ୍ରଶ୍ନପତ୍ର ଅରିଜନାଲ ପ୍ରଶ୍ନପତ୍ର ସହ ମିଶୁଥିବାରୁ ଆଜିର ପରୀକ୍ଷା ବାତିଲ କରାଯାଇଛି । ତେବେ କେଉଁ ପରିସ୍ଥିତିରେ ପ୍ରଶ୍ନପତ୍ର ଭାଇରାଲ୍ ହେଲା ଏନେଇ ତଦନ୍ତ କରାଯିବ ।

Show More

Related Articles

Back to top button