
ଭୁବନେଶ୍ୱର ସାଂସଦ ତଥା ରାଷ୍ଟ୍ରୀୟ ପ୍ରବକ୍ତା ଅପରାଜିତା_ଷଡ଼ଙ୍ଗୀ ମହୋଦୟା ଆଜି ଦିଲ୍ଲୀ ଠାରେ ମାନ୍ୟବର କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ଶ୍ରୀ ଶ୍ରୀ ନିତିନ ଗଡ଼କାରୀଙ୍କୁ ସାକ୍ଷାତ କରି ସାଂସଦ ହିସାବରେ କାର୍ଯ୍ୟର ପ୍ରଥମ ଦୁଇ ବର୍ଷ ପରି ଏ ବର୍ଷର ବାର୍ଷିକ ରିପୋର୍ଟ ଉପସ୍ଥାପନା କରିଥିଲେ l
ଏହି ଅବସରରେ ସାଂସଦ ମହୋଦୟା ଜନ ସାଧାରଣଙ୍କ ଆଗ୍ରହ କ୍ରମେ ଗଙ୍ଗାପଡ଼ା ଠାରେ ଏକ Vehicular Underpass (VUP) ନିର୍ମାଣ ପାଇଁ ନିବେଦନ କରଥିଲେ l
ସାଂସଦ ମହୋଦୟା ମନ୍ତ୍ରୀ ମହୋଦୟଙ୍କ ମାର୍ଗଦର୍ଶନ ଏବଂ ଆଶୀର୍ବାଦ ପାଇଁ ଧନ୍ୟବାଦ ଏବଂ କୃତଜ୍ଞତା ଜ୍ଞାପନ କରିଥିଲେ l