ଦେଶ ବିଦେଶମୁଖ୍ୟ ଖବରସ୍ୱତନ୍ତ୍ର

ଭାରତବାସୀଙ୍କୁ ସ୍ୱାଧୀନତା ଦିବସର ଶୁଭେଚ୍ଛା ଜଣାଇଲେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ

ଓ୍ୱାଶିଂଟନ : ଭାରତକୁ ୭୬ ତମ ସ୍ୱାଧୀନତା ଦିବସର ଶୁଭେଚ୍ଛା ଜଣାଇଛଲେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ। ଏଥିସହିତ ବାପୁଙ୍କ ସତ୍ୟ, ଅହିଂସା, ସଂଗ୍ରାମ କଥା ମନେ ପକାଇଛନ୍ତି ବାଇଡେନ। ଏହି ପବିତ୍ର ଦିବସ ଅବସରରେ ସେ କହିଛନ୍ତି, ଭାରତ-ଆମେରିକୀୟ ସଂସଦୀୟ ପାଇଁ ଆମେରିକା ଆଜି ଶକ୍ତିଶାଳୀ। ଆମେରିକାର ୪୦ ଲକ୍ଷ ଭାରତୀୟ ବଂଶୋଭବଙ୍କୁ ସେ ସ୍ୱାଧୀନତା ଦିବସର ଶୁଭେଚ୍ଛା ଜଣାଇଛନ୍ତି। ବାଇଡେନ କହିଛନ୍ତି, ଆଗାମୀ ଦିନରେ ଭାରତ-ଆମେରିକାର ସମ୍ପର୍କ ଆହୁରି ସୁଦୃଢ଼ ହେବ।

Show More

Related Articles

Back to top button