Breaking PLUSଦେଶମୁଖ୍ୟ ଖବର

ସୁକୁମାରେ ଆଇଇଡି ବିସ୍ଫୋରଣ, ଦୁଇ ଯବାନ ଗୁରୁତର

ଛତିଶଗଡ : ଛତିଶଗଡ ସୁକ୍‌‌ମାରେ ସୋମବାର ଆଇଇଡି ବିସ୍ଫୋରଣ ଘଟିଛି। ଏଥିରେ ୨ ଜଣ ଯବାନ ଗୁରୁତର ହୋଇଛନ୍ତି। ସିଆରପିଏଫ ଓ କୋବ୍ରା ବାଟାଲିଅନକୁ ମାଓବାଦୀ ଟାର୍ଗେଟ କରିଛନ୍ତି। ସାଲାଟଙ୍ଗ ନିକଟରେ ମାଓବାଦୀ ବିସ୍ଫୋରଣ କରିଛନ୍ତି। ଗୁରୁତର ୨ ଯବାନଙ୍କୁ ରାୟପୁର ଏୟାରଲିଫ୍ଟ କରିବାକୁ ଉଦ୍ୟମ କରାଯାଇଛି।

Show More

Related Articles

Back to top button