Breaking PLUSଓଡ଼ିଶାମୁଖ୍ୟ ଖବର
ଜାଡରେ ଥରୁଛି ପୂରା ରାଜ୍ୟ

ଭୁବନେଶ୍ୱର : ଶୀତ ଚାଦରରେ ସାରା ରାଜ୍ୟ। ୧୦ ଡିଗ୍ରୀ ତଳକୁ ଖସିଲା ରାଜ୍ୟର ରାତି ତାପମାତ୍ରା।୯.୪ ଡିଗ୍ରୀ ସହ ଜି.ଉଦୟଗିରି ସବୁଠାରୁ ଥଣ୍ଡା ସହର। ସୁନ୍ଦରଗଡ କିରେଇର ରାତି ତାପମାତ୍ରା ୯.୫ ଡିଗ୍ରୀ। ସେହିପରି ୧୫ ଡିଗ୍ରୀ ଛୁଇଁଲା ଟ୍ୱିନ ସିଟି ତାପମାତ୍ରା। ଭୁବନେଶ୍ୱରରେ ୧୫.୭ ଡିଗ୍ରୀ ଏବଂ କଟକରେ ୧୫ ଡିଗ୍ରୀ ରାତି ତାପମାତ୍ରା ରେକର୍ଡ କରାଯାଇଛି।