Breaking PLUSଓଡ଼ିଶାମୁଖ୍ୟ ଖବର

ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ମାଡ଼ ଘଟଣାରେ କାଲି ଶୁଣାଣି

କଟକ -ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ମାଡ଼ ଘଟଣା । କାଲି ହାଇକୋର୍ଟରେ ଗିରଫ ବାନ୍ଧବୀଙ୍କ ଜାମିନ୍ ଆବେଦନର ଶୁଣାଣି । ଯୁବତୀଙ୍କୁ ମାଡ଼ ମରାଯାଇଥିବା ମେଡିକାଲ୍ ରିପୋର୍ଟରୁ ସ୍ପଷ୍ଟ ହୋଇଛି ।  ତୁରନ୍ତ ଚିକିତ୍ସା ପାଇଁ ଏମ୍‌ସକୁ ସ୍ଥାନାନ୍ତର ପାଇଁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ  । ତଦନ୍ତକାରୀ ଅଧିକାରୀଙ୍କୁ ଭର୍ଚୁଆଲ୍‌ରେ ହାଜର ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button