Breaking PLUSଓଡ଼ିଶାମୁଖ୍ୟ ଖବର

ଦାରିଙ୍ଗବାଡ଼ି ଆମ୍ବ ଟାକୁଆ ଜାଉ ଖାଇ ମୃତ୍ୟୁ ଘଟଣାର ଆରଡିସି ତଦନ୍ତ

କନ୍ଧମାଳ- ଦାରିଙ୍ଗବାଡ଼ି ଆମ୍ବ ଟାକୁଆ ଜାଉ ଖାଇ ମୃତ୍ୟୁ ଘଟଣା  ।ମୁଖ୍ୟମନ୍ତ୍ରୀଙ୍କ ତଦନ୍ତ ନିର୍ଦ୍ଦେଶ ପରେ ଗାଁରେ ପହଞ୍ଚିଲେ ଆର୍‌ଡିସି  । ମାଣ୍ଡିପଙ୍କା ଗାଁରେ ବ୍ରହ୍ମପୁର ଆରଡିସି ରୁପା ରୋଶନ ସାହୁଙ୍କ ତଦନ୍ତ । ଆରଡିସିଙ୍କ ସହ କନ୍ଧମାଳ ଜିଲ୍ଲାପାଳ ମଧ୍ୟ ଉପସ୍ଥିତ ଅଛନ୍ତି ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button