Breaking PLUSଓଡ଼ିଶାମୁଖ୍ୟ ଖବର
୪ ଦିନ ଶୁଖିଲା ରହିବ ପାଗ
ଭୁବନେଶ୍ୱର- ଆଗାମୀ ୪ ଦିନ ପାଇଁ ରାଜ୍ୟରେ ମୁଖ୍ୟତଃ ଶୁଖିଲା ରହିବ ପାଗ ରହିବ। ୨ ଦିନ ଯାଏ ରାଜ୍ୟରେ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ନାହିଁ। ପରେ ଅର୍ଥାତ ଦୁଇ ଦିନ ପରେ ୨ ରୁ ୪ ଡିଗ୍ରୀ ତାପମାତ୍ରା ହ୍ରାସ ପାଇବ ଆଉ ବଢ଼ିବା ଥଣ୍ଡାର ପ୍ରକୋପ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଏନେଇ ଆଞ୍ଚଳିକ ପାଣିପାଗ ନିର୍ଦ୍ଦେଶକ ମନୋରମା ମହାନ୍ତି ସୂଚନା ଦେଇଛନ୍ତି।