Breaking PLUSଓଡ଼ିଶାମୁଖ୍ୟ ଖବର

ସିରିଜ୍ ଦୁର୍ଘଟଣା ଘଟାଇଲା କାର୍; ବୃଦ୍ଧା ମୃତ

ବୌଦ୍ଧ: ସିରିଜ୍ ଦୁର୍ଘଟଣା ଘଟାଇଲା କାର୍ । ଦୁର୍ଘଟଣାରେ ବୃଦ୍ଧା ମୃତ । ଚମ୍ପାପୁର ଛକ ନିକଟରେ କାର୍‌ର ସିରିଜ ଦୁର୍ଘଟଣା ଘଟିଛି ।  ୭ଟି ବାଇକ୍‌କୁ ଧକ୍କା ଦେଇ ଘରକୁ ପଶିଗଲା କାର୍  । ଘରେ ଥିବା ବୃଦ୍ଧା ମୃତ, ଆଉ ଜଣେ ଯୁବକ ଗୁରୁତର  । ଏନ୍ଏଚ୍‌ ୫୭ ଅବରୋଧ କଲେ ପରିବାର ଓ ଉତ୍ତ୍ୟକ୍ତ ଲୋକେ ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button