Breaking PLUSଓଡ଼ିଶାମୁଖ୍ୟ ଖବର
ବମିଖାଲ ପୂଜାମଣ୍ଡପ ପଡିଆରେ ଅଗ୍ନି ଉତ୍ସବ ପାଳିତ

ଭୁବନେଶ୍ୱର- ବମିଖାଲ ପୂଜାମଣ୍ଡପ ପଡିଆରେ ଅଗ୍ନି ଉତ୍ସବ ପାଳିତ ହୋଇଯାଇଛି । ପୂଜା ମଣ୍ଡପ କମିଟି ସଦସ୍ୟଙ୍କ ସହିତ ଉତ୍କଳ ପ୍ରହରୀର ସମ୍ପାଦକ ଶ୍ରୀମତି ସୁଜାତା ପଟ୍ଟନାୟକ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଦୀର୍ଘ ବର୍ଷ ହେବ ବମିଖାଲ ପୂଜା ମଣ୍ଡପ ପଡିଆରେ ଏହି ଉତ୍ସବ ପାଳିତ ହୋଇଆସୁଛି ।