Breaking PLUSଓଡ଼ିଶାମୁଖ୍ୟ ଖବର

ଜଗନ୍ନାଥ ମନ୍ଦିର ହୁଣ୍ଡି ନେଇଗଲେ ଦୁର୍ବୃତ୍ତ

ଜଳେଶ୍ବର:- ଠାକୁରଙ୍କୁ ବି ଛାଡିଲେନି । ଜଗନ୍ନାଥ ମନ୍ଦିର ହୁଣ୍ଡି ନେଇଗଲେ ଦୁର୍ବୃତ୍ତ  । ବାଲିଆପାଳ ଜଗନ୍ନାଥ ମନ୍ଦିରରୁ ଚୋରି ଅଭିଯୋଗ ହୋଇଛି । ଦାନ ହୁଣ୍ଡି ସହ ଅନ୍ୟାନ୍ୟ ସାମଗ୍ରୀ ଚୋରି ଅଭିଯୋଗ ହୋଇଛି । ଏନେଇ ଅଭିଯୋଗ ପରେ ପୋଲିସ ଖୋଳତାଡ କରୁଛି ।

Show More

Related Articles

Back to top button