Breaking PLUSଓଡ଼ିଶାମୁଖ୍ୟ ଖବର
ପୁଣି ବଢିଲା ରାଜାଙ୍କ ଅଡୁଆ

ଭୁବନେଶ୍ୱର- ବିଜେଡି ନେତା ରାଜା ଚକ୍ରଙ୍କ ପାଇଁ ପୁଣି ବଢିଲା ଅଡ଼ୁଆ । କୋଇଡା ଖଣି ମଣ୍ଡଳ ତାନ୍ତରା ଠାରେ ଥିବା କର୍ପ ରିସୋର୍ସେସ ଲୌହ ଖଣିରେ ଚଢ଼ାଉ କରିଛି ଅର୍ଥନୈତିକ ଅପରାଧ ଶାଖା । ମାଇନ୍ସ ଭିତରେ ଚଢାଉ କରି EOW ୧୦ରୁ ଅଧିକ ହାଇୱା ଗାଡ଼ି ଜବତ କରିଥିବା ସୂଚନା ମିଳିଛି ।