Breaking PLUSଓଡ଼ିଶାମୁଖ୍ୟ ଖବର
୨୦ ତାରିଖରେ ପୟାଶ୍ରାଦ୍ଧ ଓ ଦୀପାବଳି ପାଳନ

ଭୁବନେଶ୍ୱର- ପୟାଶ୍ରାଦ୍ଧ ଓ ଦୀପାବଳି ତାରିଖ ଦ୍ବନ୍ଦ୍ବ ଦୂର କଲା ମୁକ୍ତି ପଣ୍ଡିତ ମହାସଭା । ୨୦ ତାରିଖରେ ପୟାଶ୍ରାଦ୍ଧ ଓ ଦୀପାବଳି ପାଳନ କରାଯାଉ । ପ୍ରେସମିଟ୍ରେ ସ୍ପଷ୍ଟ କଲା ମୁକ୍ତି ପଣ୍ଡିତ ମହାସଭା । ୨୦ ତାରିଖ ଅପରାହ୍ନ ୩ଟା ୨୩ରୁ ପୟାଶ୍ରାଦ୍ଧ, ଦୀପାବଳି ପାଳନ ହେବ ।’୨୧ ତାରିଖରେ ମାତ୍ର ୧୪ ମିନିଟ୍ ପାଇଁ ଅମାବାସ୍ୟା’ ।’୨୧ରେ ପାଳନ କରନ୍ତୁ ନାହିଁ, ଏହା ଶାସ୍ତ୍ର ବିରୋଧୀ ହେବ’ ବୋଲି ମୁକ୍ତି ପଣ୍ଡିତ ମହାସଭା ପକ୍ଷରୁ କୁହାଯାଇଛି ।