Breaking PLUSଓଡ଼ିଶାମୁଖ୍ୟ ଖବର
ଭୟ କରନ୍ତୁ ନାହିଁ ସଜାଗ ରୁହନ୍ତୁ- ନବୀନ ପଟ୍ଟନାୟକ

ଭୁବନେଶ୍ୱର- ବାତ୍ୟା ସମୟରେ ଓଡ଼ିଶାର ଲୋକଙ୍କୁ ସତର୍କ ରହିବାକୁ କହିଛନ୍ତି ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନବୀନ କହିଛନ୍ତି ଯେ ପୂର୍ବରୁ ଆମେ ଅନେକ ବାତ୍ୟାର ମୁକାବିଲା କରିଛୁ । ଭୟ କରନ୍ତୁ ନାହିଁ ସଜାଗ ରୁହନ୍ତୁ । ଜିଲା ପ୍ରଶାସନକୁ ସମସ୍ତ ପ୍ରକାର ସହଯୋଗ କରନ୍ତୁ । ବିଜେଡି କର୍ମୀ ମାନଙ୍କୁ ଲୋକଙ୍କ ସହ ରହିବାକୁ କହିଛନ୍ତି ନବୀନ ।


