Breaking PLUSଓଡ଼ିଶାମୁଖ୍ୟ ଖବର

ଚୀନ୍‌ ଉପରେ ୧୦ ପ୍ରତିଶତ ଟାରିଫ୍ ହ୍ରାସ୍ କଲେ ଟ୍ରମ୍ପ

ଚୀନ୍‌ ଉପରେ ୧୦ ପ୍ରତିଶତ ଟାରିଫ୍ ହ୍ରାସ୍ କଲେ ଟ୍ରମ୍ପ  । ବୁସାନରେ ଜିନ୍‌ପିଙ୍ଗଙ୍କ ସହ ଐତିହାସିକ ଆଲୋଚନା ପରେ ନିଷ୍ପତ୍ତି ହୋଇଛି । ୫୭ ପ୍ରତିଶତରୁ ୪୭ ପ୍ରତିଶତକୁ ଟାରିଫ୍ ହ୍ରାସ କଲେ ଟ୍ରମ୍ପ  ।୨ ନେତାଙ୍କ ମଧ୍ୟରେ ପ୍ରାୟ ୨ ଘଣ୍ଟାରେ ଆଲୋଚନା ପରେ ନିଷ୍ପତ୍ତି ହୋଇଛି । ବୈଠକରେ ଅନେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ହୋଇଥିବା ସୂଚନା ଦେଇଛନ୍ତି ଟ୍ରମ୍ପ ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button