Breaking PLUSଦେଶମୁଖ୍ୟ ଖବର

ଦକ୍ଷିଣ ଆଫ୍ରିକାକୁ ହରାଇ ଭାରତ ମହିଳା ବିଶ୍ବକପ ଚାଂପିଅନ୍

ଟିମ୍ ଇଣ୍ଡିଆ ଶେଷରେ ମହିଳା ବିଶ୍ବକପ୍ ଜିତିବାର ଗୌରବ ଆଣିଦେଇଛି । ମ୍ୟାଚ ଯେତିକି ଦମଦାର ଥିଲା । ଉଭୟ ବୋଲିଂ, ବ୍ୟାଟିଂ ଓ ଫିଲ୍ଡିଂରେ ଜବରଦସ୍ତ ପ୍ରଦର୍ଶନ କରିଥିଲେ ଭାରତୀୟ ମହିଳା ଦଳର ଖେଳାଳି ମାନେ ।

ଦକ୍ଷିଣ ଆଫ୍ରିକାକୁ ହରାଇ ଭାରତ ମହିଳା ବିଶ୍ବକପ ଚାଂପିଅନ୍ ହୋଇଛି ।ଦକ୍ଷିଣ ଆଫ୍ରିକାକୁ ୫୨ ରନରେ ହରାଇଲା ଭାରତ । ଦୀପ୍ତି ଶର୍ମାଙ୍କୁ ମିଳିଲା ସର୍ବାଧିକ ୫ ୱିକେଟ୍  । ଶେଫାଳି ବର୍ମାଙ୍କୁ ୨, ଶ୍ରୀଚରଣୀଙ୍କୁ ଗୋଟିଏ ୱିକେଟ୍ ହରାଇଛି । ପ୍ରଥମ ଥର ପାଇଁ ମହିଳା ବିଶ୍ୱକପ୍ ଜିତିଲା ଭାରତ  । ଦକ୍ଷିଣ ଆଫ୍ରିକା ଆଗରେ ଥିଲା ୨୯୯ ରନର ବିଜୟ ଲକ୍ଷ୍ୟ ରହିଛି । ୨୪୬ ରନରେ ସମସ୍ତ ୱିକେଟ ହରାଇଲା ଦକ୍ଷିଣ ଆଫ୍ରିକା ଟିମ୍ ।

Show More

Related Articles

Back to top button