Breaking PLUSଓଡ଼ିଶାମୁଖ୍ୟ ଖବର

୫୦ ନକ୍ସଲ ଗିରଫ

ଭୁବନେଶ୍ୱର- ଆନ୍ଧ୍ର ପ୍ରଦେଶର ବିଭିନ୍ନ ଜିଲ୍ଲା ପୋଲିସ ଦ୍ବାରା ୫୦ ନକ୍ସଲ ଗିରଫ  । କ୍ରିଷ୍ଣା ଜିଲ୍ଲାରେ ୨୮, ଏଲୁରରେ ୧୫, ଏନ୍‌ଟିଆର୍‌ ଜିଲ୍ଲାରେ ୪ ଗିରଫ  । ଗିରଫ ନକ୍ସଲ ଛତିଶଗଡ଼ର ବିଜାପୁର, ସୁକ୍‌ମା ଓ ନାରାୟଣପୁର ଜିଲ୍ଲାର  । ଏମାନଙ୍କ ମଧ୍ୟରେ ଶୀର୍ଷ ନେତା, ପ୍ଲାଟୁନ୍ ସଦସ୍ୟ ଓ ପାର୍ଟି ମେମ୍ବର ଅଛନ୍ତି ।

Show More

Related Articles

Back to top button