Breaking PLUSଓଡ଼ିଶାମୁଖ୍ୟ ଖବର

ଚୋରି କରିବାକୁ ଯାଇ ନିସ୍ତୁକ ମାଡ଼ରେ ପ୍ରାଣ ହରାଇଲେ ଯୁବକ

ଉଦଳା: ଚୋରି କରିବାକୁ ଯାଇ ନିସ୍ତୁକ ମାଡ଼ରେ ପ୍ରାଣ ହରାଇଲେ ଯୁବକ । ବିଶିପୁର ଗାଁରେ ଚୋରି କରିବା ବେଳେ ୨ ଜଣଙ୍କୁ ଧରି ନିସ୍ତୁକ ମାଡ଼ । ୨ ଜଣଙ୍କୁ ନିସ୍ତୁକ ମାଡ଼ ମାରି ପୋଲିସ ଜିମା ଦେଲେ ଗ୍ରାମବାସୀ  । ଗୁରୁତର ଅବସ୍ଥାରେ ଉଦଳା ହସ୍ପିଟାଲରେ ଜଣଙ୍କୁ ଭର୍ତ୍ତି କରିଥିଲା ପୋଲିସ  । ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ, ୧୦ ଜଣଙ୍କୁ ଅଟକ ରଖିଲା ପୋଲିସ ।

Show More

Related Articles

Back to top button