Breaking PLUSଓଡ଼ିଶାମୁଖ୍ୟ ଖବର

୩ରୁ ୪ ବର୍ଷରେ ରାଉରକେଲା ଷ୍ଟିଲ୍‌ ପ୍ଲାଣ୍ଟର ସଂପ୍ରସାରଣ

ଭୁବନେଶ୍ୱର-  ଆଗାମୀ ୩ରୁ ୪ ବର୍ଷରେ ରାଉରକେଲା ଷ୍ଟିଲ୍‌ ପ୍ଲାଣ୍ଟର ସଂପ୍ରସାରଣ ହେବ  । ରାଉରକେଲାରେ ସୂଚନା ଦେଲେ କେନ୍ଦ୍ର ଇସ୍ପାତ ମନ୍ତ୍ରୀ ଏଚ୍‌.ଡି କୁମାରସ୍ବାମୀ  । RSP କିମ୍ବା ଇସ୍ପାତ ଜେନେରାଲ ହସ୍ପିଟାଲକୁ ଘରୋଇକରଣ କରାଯିବନି । ରାଉରକେଲାର ବିକାଶ ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର କାମ କରୁଛନ୍ତି । ରାଉରକେଲା ବିମାନ ବନ୍ଦର ସହ ଷ୍ଟିଲ୍ ପ୍ଲାଣ୍ଟର ମଧ୍ୟ ଉନ୍ନତି କରାଯିବ । ଆଗାମୀ ୪ ମାସରେ ରାଉରକେଲା ବିମାନ ବନ୍ଦର ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବ । ବିସ୍ଥାପିତଙ୍କୁ ଥଇଥାନ କରିବା ପାଇଁ ବ୍ୟବସ୍ଥା ହୋଇଛି ।

Show More

Related Articles

Back to top button