Breaking PLUSଦେଶ ବିଦେଶମୁଖ୍ୟ ଖବର

ଦୁର୍ନୀତି ମାମଲା: ହସିନାଙ୍କୁ ୨୧ ବର୍ଷ ଜେଲ୍

ଢାକା- ଦୁର୍ନୀତି ମାମଲାରେ ବାଂଲାଦେଶର ଅପଦସ୍ଥ ପ୍ରଧାନମନ୍ତ୍ରୀ ହସିନାଙ୍କୁ ୨୧ ବର୍ଷ ଜେଲ୍  ।ଏକ ପ୍ରକଳ୍ପରେ ଦୁର୍ନୀତି ନେଇ ଜେଲ୍ ଦଣ୍ଡାଦେଶ ଶୁଣାଇଲେ କୋର୍ଟ  । ୩ଟି ପୃଥକ ପୃଥକ ଦୁର୍ନୀତି ମାମଲାରେ ଜେଲ୍ ଦଣ୍ଡାଦେଶ  । ପୂର୍ବରୁ ନରସଂହାର ମାମଲାରେ ମୃତ୍ୟୁ ଦଣ୍ଡାଦେଶ କରିଥିଲେ ଅନ୍ୟ ଏକ କୋର୍ଟ ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button