Breaking PLUSଓଡ଼ିଶାମୁଖ୍ୟ ଖବର
ରାଜ୍ୟରେ ୪୬ IAS, ୬୭ IPS, ୭୦ IFS ପଦବୀ ଖାଲି

ଭୁବନେଶ୍ୱର-ରାଜ୍ୟରେ IAS, IPS, IFS ପଦବୀ ଖାଲି ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୂଚନା ଦେଇଛନ୍ତି । ବିଧାନସଭାରେ ଲିଖିତ ଉତ୍ତର ରଖିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ୪୬ IAS, ୬୭ IPS, ୭୦ IFS ପଦବୀ ଖାଲି ପଡ଼ିଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ।



