Breaking PLUSଓଡ଼ିଶାମୁଖ୍ୟ ଖବର
ବିଦ୍ୟୁତ ଟାୱାରକୁ ଚଢ଼ି ପ୍ରେମିକର ଆତ୍ମହତ୍ୟା ଉଦ୍ୟମ

କେନ୍ଦୁଝର: ବିଦ୍ୟୁତ ଟାୱାରକୁ ଚଢ଼ି ପ୍ରେମିକ ଆତ୍ମହତ୍ୟା ଉଦ୍ୟମ କରିଛି । ପ୍ରେମିକା କଥା ନ ହେବାରୁ ‘ସୋଲେ’ ଫିଲ୍ମ ଷ୍ଟାଇଲ୍ରେ ଆତ୍ମହତ୍ୟା ଧମକ ଦେଇଛି । ଟାଉନ ଥାନା ଜୁଡ଼ିଆ ଘାଟି ନିକଟରେ ଅଭାବନୀୟ ଘଟଣା ଘଟିଛି । ତେବେ ୩ ଘଣ୍ଟାର ବୁଝାସୁଝା ପରେ ଅଗ୍ନିଶମ ବାହିନୀ ଦ୍ବାରା ପ୍ରେମିକ ଉଦ୍ଧାର ହୋଇଛି ।


