Breaking PLUSଓଡ଼ିଶାମୁଖ୍ୟ ଖବର

ସର୍ଚ୍ଚ ଅପରେସନ ପରେ ବିରୂପା ନଦୀରୁ ମୃତଦେହ ଉଦ୍ଧାର

କଟକ:ସର୍ଚ୍ଚ ଅପରେସନ ପରେ ବିରୂପା ନଦୀରୁ ମୃତଦେହ ଉଦ୍ଧାର ହୋଇଛି । କାଲି ଦୁର୍ଘଟଣା ପରେ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ଅଗ୍ନିଶମ ବାହିନୀ କର୍ମଚାରୀଙ୍କ ଦ୍ବାରା ମୃତଦେହ ଉଦ୍ଧାର କରାଯାଇଛି । କାଲି ଭାରସାମ୍ୟ ହରାଇ ବିରୂପା ନଦୀକୁ ଖସିପଡ଼ିଥିଲା କାର୍  । ଜଗତପୁର ପଣ୍ଡାସାହି ନିକଟରେ ଖସିପଡ଼ିଥିଲା କାର୍ ।

ଗତକାଲି କାର ଉଦ୍ଧାର ହୋଇଥିବା ବେଳେ କାରର ଡୋର ଲକ ଥିବା ବେଳେ ଭିତରେ କେହି ନ ଥିବା ସୂଚନା ଦେଇଥିଲେ ଉଦ୍ଧାରକାରୀ ଟିମ।

Show More

Related Articles

Back to top button