Breaking PLUSଓଡ଼ିଶାମୁଖ୍ୟ ଖବର
ଭୋଗବାଡ଼ି ସରପଞ୍ଚଙ୍କ ଘରୁ ଲୁଟ୍

ଦଶପଲ୍ଲା: ଭୋଗବାଡ଼ି ସରପଞ୍ଚଙ୍କ ଘରୁ ଲୁଟ୍ ।ଶୋଇଥିବା ବେଳେ ଘରେ କଳାକନା ବୁଲାଇଲେ ଦୁର୍ବୃତ୍ତ । ସୁନା ଅଳଙ୍କାର ସହ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଲୁଟ୍ ହୋଇଛି ।