Breaking PLUSଓଡ଼ିଶାଦେଶମୁଖ୍ୟ ଖବର

ଆନ୍ଧ୍ରପ୍ରଦେଶରେ ଖାଇକୁ ଖସିଲା ବସ୍‌, ୯ ତୀର୍ଥଯାତ୍ରୀ ମୃତ

ଆନ୍ଧ୍ରପ୍ରଦେଶରେ ଖାଇକୁ ଖସିଲା ବସ୍‌ । ଦୁର୍ଘଟଣାରେ ୯ ତୀର୍ଥଯାତ୍ରୀ ମୃତ । ଚିନ୍ତୁର-ମାରେଡୁମିଲ୍ଲି ରାସ୍ତାରେ ମର୍ମନ୍ତୁଦ ବସ୍ ଦୁର୍ଘଟଣା ଘଟିଛି । ବସ୍‌ରେ ଥିଲେ ୩୭ ଯାତ୍ରୀ । ଭଦ୍ରାଚଳମ ଯିବା ବେଳେ ଦୁର୍ଘଟଣାର ଶିକାର ହୋଇଛନ୍ତି ତୀର୍ଥଯାତ୍ରୀ ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button