Breaking PLUSଓଡ଼ିଶାମୁଖ୍ୟ ଖବର

କୁଳଡିହା ଅଭୟାରଣ୍ୟରେ ବନ ବିଭାଗର ବଡ଼ ରେଡ୍‌; ୯ ଗିରଫ

ନୀଳଗିରି: କୁଳଡିହା ଅଭୟାରଣ୍ୟରେ ବନ ବିଭାଗର ବଡ଼ ରେଡ୍‌ କରିଛି ବନ ବିଭାଗ । ଏହି ରେଡ୍ ସମୟରେ ୯ଜଣଙ୍କୁ ଗିରଫ କରାଯାଇଛି ।ବନ୍ୟଜନ୍ତୁ ଆଇନ ଉଲଂଘନ ରାକେଟ୍‌ର ସୂଚନା ପାଇ ବନବିଭାଗ ରେଡ୍‌ କରିଛି ।ନକଲି ହାତୀ ଦାନ୍ତ ତିଆରି କରି ତସ୍କରୀ ଚଳାଇଥିଲେ ଅଭିଯୁକ୍ତ ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button