Breaking PLUSଓଡ଼ିଶାମୁଖ୍ୟ ଖବର
ଶ୍ରୀମନ୍ଦିର ପ୍ରଶାସନିକ କାର୍ଯ୍ୟାଳୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ

ଭୁବନେଶ୍ୱର, 12 ଏପ୍ରିଲ- ଶ୍ରୀମନ୍ଦିର ପ୍ରଶାସନିକ କାର୍ଯ୍ୟାଳୟରେ ଆଜି ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଛି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ବୈଠକ ବସିଛି । ଜିଲ୍ଲାପାଳ, ଏସ୍ପି , ଅନ୍ୟାନ୍ୟ ଅଧିକାରୀଙ୍କ ସହ ସେବାୟତ ପ୍ରତିନିଧି ଉପସ୍ଥିତ ଅଛନ୍ତି । ଭିତର ରତ୍ନଭଣ୍ଡାର ଗଣତିମଣତି ଶୃଙ୍ଖଳିତ କରିବାକୁ ନେଇ ଆଲୋଚନା ହୋଇଛି । ୨ଟି ଅଳଙ୍କାରର ପତ୍ତା ନମିଳିବା ଘଟଣାରେ ହୋଇପାରେ ଆଲୋଚନା ।



