ଅନୁଚିନ୍ତା

ଆଜିର ଅନୁଚିନ୍ତା:

ଆଜିର କଥା:

🙏 ଜୟ ଶ୍ରୀଜଗନ୍ନାଥ 🙏

ଜୀବନ ଦୁଇଦିନର,ଚାରିଦିନର,ଦିନର

ଚିନ୍ତାରେ ସମୟ ନଷ୍ଟ କରନ୍ତୁନାହିଁ…

ଆପଣଙ୍କୁ ଯାହା ଭଲ ଲାଗୁଛି ତାହା କରନ୍ତୁ,

ମନଖୋଲି ହସନ୍ତୁ,ଖୁସିରେ ବଞ୍ଚିବାକୁ ଶିଖନ୍ତୁ

ହେଲେ କାହାର କ୍ଷତି କରନ୍ତୁନାହିଁ…

🍁 ଶୁଭ ସକାଳର ଶୁଭ କାମନା 🍁

🙏 ଜୟ ଶ୍ରୀଜଗନ୍ନାଥ 🙏

⭕❗⭕

Show More

Related Articles

Back to top button