ଅନୁଚିନ୍ତା
ଆଜିର ଅନୁଚିନ୍ତା:

ଆଜିର କଥା:
🙏 ଜୟ ଶ୍ରୀଜଗନ୍ନାଥ 🙏
ସଂସାରରେ ଭଲକାମ କରିବା ଅର୍ଥ
ନିନ୍ଦା ଓ କଷ୍ଟ ମିଳିବ
କାରଣ ମିଠାଫଳ ଫଳୁଥିବା ବୃକ୍ଷକୁ
ବେଶୀ ଢେଲା ମାଡ଼ ହୁଏ
ଜୀବନ ପଥରେ ଭଲ ମଣିଷ ହେଲେ
ବେଶୀ ଦୁଃଖ ମିଳେ।।
କଡା କଥା କହିଲେ ମହୁ ବିକ୍ରି ହୁଏ ନାହିଁ
କିନ୍ତୁ
ମିଠା କଥା କହିଲେ ଲଙ୍କା ମଧ୍ୟ ସରିଯାଏ।।
🍁 ଶୁଭ ସକାଳର ଶୁଭ କାମନା 🍁
🙏 ଜୟ ଶ୍ରୀଜଗନ୍ନାଥ 🙏
⭕❗⭕



