ଅନୁଚିନ୍ତା

ଆଜିର ଅନୁଚିନ୍ତା:

ଆଜିର କଥା:

🙏 ଜୟ ଶ୍ରୀଜଗନ୍ନାଥ 🙏

କାହାକୁ କିଛି ଦେଇକି
ଅହଂକାର କରନ୍ତୁ ନାହିଁ,
କିଏ ଜାଣିଛି ତୁମେ ତାକୁ
ଦେଉଛ ନା ପୂର୍ବ ଜନ୍ମର
ଋଣ ସୁଝୁଛ।

🍁 ଶୁଭ ସକାଳର ଶୁଭ କାମନା 🍁

🙏 ଜୟ ଶ୍ରୀଜଗନ୍ନାଥ 🙏

⭕❗⭕

Show More

Related Articles

Back to top button