Breaking PLUSଓଡ଼ିଶାମୁଖ୍ୟ ଖବର

ବାଲିଅନ୍ତା ଓ ବାଲିପାଟଣା ଘଟଣା ସମୀକ୍ଷା କଲେ ଡିଜିପି

ଅପଗ୍ରେଡ୍‌ ଦରକାର ଥିଲେ କରିବୁ - ଡିଜିପି ୱାଇ ବି ଖୁରାନିଆ

ଭୁବନେଶ୍ୱର- ବାଲିଅନ୍ତା ଓ ବାଲିପାଟଣା ଘଟଣା ସମୀକ୍ଷା ପରେ ପୋଲିସ ଡିଜିଙ୍କ ସୂଚନା ।ଯଦି କିଛି ତ୍ରୁଟି ଥାଏ ସୁଧାରିବୁ, ଅପଗ୍ରେଡ୍‌ ଦରକାର ଥିଲେ କରିବୁ ।

ବୈଠକରେ କମିଶନରେଟ ପୋଲିସ ଲୋକଙ୍କ ସୁରକ୍ଷା ପ୍ରତି ଗୁରୁତ୍ୱ ଦେଇଛି। ଏପରି କି ପୋଲିସ ଉପରେ ଲୋକଙ୍କ ପୂରା ଭରସା ରହିଛି। ଅତୀତରେ କମିଶନରେଟ ପୋଲିସ ଭଲ କାମ କରିବାର ନଜିର ସୃଷ୍ଟି କରିଛନ୍ତି। ବାଲିଅନ୍ତା ଘଟଣା ପୋଲିସ ବିଭାଗ ଉପରେ ଧ୍ୟାନ ଦେବାକୁ ବାଧ୍ୟ କରିଛି। ଯଦି କିଛି ତ୍ରୁଟି ଥାଏ ସୁଧାରିବୁ। ଏପରିକି ଦରକାର ହେଲେ ଅପଗ୍ରେଡ କରିବୁ। ଅନ୍ୟପକ୍ଷେ ଲୋକଙ୍କ ସୁରକ୍ଷା ପାଇଁ ସରକାର ପୋଲିସକୁ ସବୁ ଯୋଗାଇ ଦେଇଥିବା ଡିଜିପି ପ୍ରକାଶ କରିଛନ୍ତି।

 

Show More

Related Articles

Back to top button