Breaking PLUSଓଡ଼ିଶାମୁଖ୍ୟ ଖବର

ଖାଦ୍ୟରେ ବିଷକ୍ରିୟା ଯୋଗୁ ମୃତ୍ୟୁ

କନ୍ଧମାଳ- କନ୍ଧମାଳ ଦାରିଙ୍ଗବାଡ଼ିରେ ଆମ୍ବ ଟାକୁଆ ଖାଇ ମୃତ୍ୟୁ ଅଭିଯୋଗ ଘଟଣା ।ପ୍ରାଥମିକ ତଦନ୍ତରୁ ଖାଦ୍ୟରେ ବିଷକ୍ରିୟା ଯୋଗୁଁ ମୃତ୍ୟୁ ସୂଚନା ମିଳିଛି । ଏନେଇ ସୂଚନା ଦେଲେ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର  ।‘ଖାଦ୍ୟ ନମୁନା ପରୀକ୍ଷା ପାଇଁ ଯାଇଛି, ୭୨ ଘଣ୍ଟାରେ ରିପୋର୍ଟ ଆସିବ’ ।‘ଏବେ ବ୍ରହ୍ମପୁର ଏମ୍‌କେସିଜିରେ ଆଉ ୬ ଜଣ ଚିକିତ୍ସିତ ହେଉଛନ୍ତି’ ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button