Breaking PLUSଦେଶମୁଖ୍ୟ ଖବରରାଜନୀତି

ଇସ୍ତଫା ଦେଲେ ଆପ୍ ନେତା ରାଜକୁମାର ଆନନ୍ଦ

ନୂଆଦିଲ୍ଲୀ:ଇସ୍ତଫା ଦେଲେ ଆପ୍ ନେତା । ଦିଲ୍ଲୀରେ ଅରବିନ୍ଦ କେଜ୍ରିଓ୍ବାଲ ସରକାରଙ୍କ ମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟିର ବରିଷ୍ଠ ନେତା ରାଜକୁମାର ଆନନ୍ଦ ନିଜ ପଦ ସହ ଦଳରୁ ଇସ୍ତଫା ଦେଇଛନ୍ତି। ରାଜକୁମାର ଆନନ୍ଦ କହିଛନ୍ତି, ଆମ୍ ଆଦମୀ ପାର୍ଟିରେ ଦଳିତ ବିଧାୟକ କିମ୍ବା କାଉନସିଲରଙ୍କର କୌଣସି ସମ୍ମାନ ନାହିଁ। ଦଳିତମାନଙ୍କୁ ପ୍ରମୁଖ ପଦବୀରେ ସ୍ଥାନ ଦିଆଯାଏ ନାହିଁ। ମୁଁ ବାବା ସାହେବ ଆମ୍ବେଦକରଙ୍କ ନୀତି ଅନୁସରଣ କରେ। ଯଦି ମୁଁ ଦଳିତଙ୍କ ପାଇଁ କାମ କରିପାରିବି ନାହିଁ ତେବେ ଦଳରେ ରହିବାର କୌଣସି ଅର୍ଥ ନାହିଁ।

Show More

Related Articles

Back to top button