Breaking PLUSଓଡ଼ିଶାମୁଖ୍ୟ ଖବର
ରାପର୍ ଅଭିନବ ସିଂ ମୃତ୍ୟୁ ଘଟଣା; ପତ୍ନୀ ଗିରଫ

କଟକ: ରାପର୍ ଅଭିନବ ସିଂ ମୃତ୍ୟୁ ଘଟଣା; ପତ୍ନୀ ଗିରଫ । ପତ୍ନୀଙ୍କୁ ଗିରଫ କଲା ଲାଲ୍ବାଗ ଥାନା ପୋଲିସ । ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇଥିବା ଅଭିଯୋଗରେ ଗିରଫ । ବେଙ୍ଗାଳୁରୁରେ ରାପର୍ ଅଭିନବ ସିଂ ଜୀବନ ହାରିଥିଲେ ।



