Breaking PLUSଓଡ଼ିଶାମୁଖ୍ୟ ଖବର

ବ୍ରହ୍ମପୁର ବିଶ୍ବ ବିଦ୍ୟାଳୟରେ ରାଗିଂ ଘଟଣାରେ କାର୍ଯ୍ୟାନୁଷ୍ଠାନ

ବ୍ରହ୍ମପୁର- ବ୍ରହ୍ମପୁର ବିଶ୍ବ ବିଦ୍ୟାଳୟରେ ରାଗିଂ ଘଟଣାରେ କାର୍ଯ୍ୟାନୁଷ୍ଠାନ  । ଶୃଙ୍ଖଳା କମିଟର ତଦନ୍ତ ପରେ ୧୭ ଛାତ୍ରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହୋଇଛି । ସପ୍ତାହ ମଧ୍ୟରେ ୪ ଛାତ୍ରଙ୍କୁ ହଷ୍ଟେଲ ଛାଡ଼ିବାକୁ କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶ  । ୧୩ ଜଣଙ୍କୁ ଜରିମାନା ସହ ଅଣ୍ଡରଟେକିଂ ଲେଖିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ୨୧ ତାରିଖରେ ନୂତନ ଛାତ୍ରାବାସରେ ରାଗିଂ ନେଇ ଅଭିଯୋଗ ହୋଇଥିଲା । ପ୍ରଥମ ବର୍ଷର ଛାତ୍ରଙ୍କୁ ମାନସିକ ନିର୍ଯାତନା ସହ ରାଗିଂ ଅଭିଯୋଗ ହୋଇଥିଲା ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button