ଦେଶସେଲିବ୍ରିଟି
ଫାଶୀ ଲଗାଇ ଆତ୍ମହତ୍ୟା କଲେ ଅଭିନେତ୍ରୀ ବୈଶାଳୀ ଠାକ୍କୁର

ଟେଲି ଇଣ୍ଡଷ୍ଟ୍ରିରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି ଅଭିନେତ୍ରୀ ବୈଶାଳୀ ଠାକ୍କୁର । ଏହି ଘଟଣା ମଧ୍ୟପ୍ରଦେଶର ଇନ୍ଦୋର ଜିଲ୍ଲାର ଘଟିଥିବାବେଳେ ଇନ୍ଦୋର ସ୍ଥିତ ଘରୁ ମିଳିଲା ଝୁଲନ୍ତା ମୃତଦେହ। ଖବର ପାଇ ତେଜାଜୀ ନାଗର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଏକ ମାମଲା ରୁଜୁ କରିବା ସହ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ଏମଏସ ହସ୍ପିଟାଲକୁ ପଠାଇ ଦେଇଛି ।
ଅନ୍ୟପଟେ ଘଟଣାର ତଦନ୍ତ ଆରମ୍ଭ କରିଛି।