Breaking PLUSଓଡ଼ିଶାମୁଖ୍ୟ ଖବର
ପରିବାରକୁ ନିଶା ଦେବା ଘଟଣାରେ ୨ ଶିଶୁଙ୍କୁ କଟକ ସ୍ଥାନାନ୍ତର
ଯାଜପୁର: ବାପା,ମା’ ଓ ୩ ଭଉଣୀଙ୍କୁ ନିଶା ଦେବା ଘଟଣା ସାରା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି |ଅଧିକ ଚିକିତ୍ସା ପାଇଁ ୨ଜଣ ଶିଶୁଙ୍କୁ କଟକ ଶିଶୁଭବନକୁ ସ୍ଥାନାନ୍ତର କରାଯାଇଛି |ବାପା,ମା ଓ ଆଉ ଜଣେ ଶିଶୁ ଯାଜପୁର ମେଡ଼ିକାଲରେ ଚିକିତ୍ସାଧୀନ ଅଛନ୍ତି |ଗତକାଲି କୁଆଖିଆ ଅଞ୍ଚଳରେ ନାବାଳିକା ଜଣକ ପରିବାର ଲୋକଙ୍କୁ ନିଶା ଦେଇ ପ୍ରେମିକ ସହିତ ପଳାଇଯାଇଛନ୍ତି |