Breaking PLUSଓଡ଼ିଶାମୁଖ୍ୟ ଖବର

ଭିଜିଲାନ୍ସ ଜାଲରେ ଏଡିଇଓ

ଭୁବନେଶ୍ୱର- ଭିଜିଲାନ୍ସ ଜାଲରେ ଏଡିଇଓ । ଆୟ ବହିର୍ଭୁତ ସଂପତି ଠୁଳ କରିବା ଅଭିଯୋଗରେ କୋରାପୁଟ ଜିଲ୍ଲା କୋଟପାଡ ବ୍ଲକ ବାଟସାନ ଗ୍ରାମପଂଚାୟତ ଆକାଉଟାଂଟ କମ୍ ଡାଟା ଏଂଟ୍ରି ଅପରେଟର ଏସ. ପାର୍ଥସାରଥୀ ବିଷୋଇଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି । ଏହି ରେଡରେ 2ଜଣ ଅତିରିକ୍ତ ଏସପି, 4ଜଣ ଡିଏସପି, 6ଜଣ ଇନସପେକ୍ଟର, 6ଜଣ ଏଏସଆଇ ଓ ଅନ୍ୟ ସହଯୋଗୀ ଷ୍ଟାଫ୍ ସାମିଲ ହୋଇଛନ୍ତି  । କୋରାପୁଟର ତାଙ୍କର 7ଟି ଠିକଣାରେ ଭିଜିଲାନ୍ସ ଚଢାଉ କରିଛି ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button